Saturday, August 16, 2014

ଉତ୍କଳର ନେତା ନିଜେ ନାରାୟଣ

ଓଡିଆରେ ସବୁ କଥା: ଉତ୍କଳର ନେତା ନିଜେ ନାରାୟଣ: ନ ଅଟକେ କର୍ମ ନେତାର ଅଭାବେ,  ଧର୍ମ-ନାବ ଚଳେ ଧର୍ମର ପ୍ରଭାବେ l  ବିଶେଷେ ଉତ୍କଳେ ନାହିଁ ପ୍ରୟୋଜନ,  ଉତ୍କଳର ନେତା ନିଜେ ନାରାୟଣ l  ( ଉତ୍କଳମଣି ଉତ୍କଳମଣି ଗୋପବନ୍ଧୁ ଦାସ )

No comments:

Post a Comment